#BREAKING || ମହାରାଷ୍ଟ୍ର: ନଭୀ ମୁମ୍ବାଇ ଉରଣରେ ଥିବା ଓନଜିସି ଗ୍ୟାସ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା । ଆଖ ପାଖ ଅଞ୍ଚଳରୁ ଖାଲି କରାଗଲା ଲୋକଙ୍କୁ । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହୀନିର ପ୍ରୟାସ ଜାରି ।#NaviMumbaiFire pic.twitter.com/0C40hZg6Vf

— ZEE Odisha (@ZeeOdisha) September 3, 2019
.....